ପୁରୀ ଚନ୍ଦନପୁର ଥାନା ନିକଟରୁ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଲୁଟ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଚନ୍ଦନପୁର ଥାନା ନିକଟକୁ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବ୍ରଜବନ୍ଧୁ ସାମନ୍ତରାୟଙ୍କ ଠାରୁ ଲୁଟ କରିଛନ୍ତି ଦୁର୍ବୁତ୍ତ। ଦୁଇ ଜଣ ଯୁବକ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

powered by social2s