ମାଲକାନଗିରିରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି : ଏକ ଅଟୋରିକ୍ସାରୁ ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଛତିଶଗଡ଼କୁ ଚାଲାଣ ହେଉଥିବାବେଳେ ପୋଲିସ ଗଞ୍ଜେଇ ଜବତ କରିଛି ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟତଃ ୧୦ ଲକ୍ଷ୍ୟ ଟଙ୍କା ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

powered by social2s