ପୁରୀ: ସ୍ଵାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ସ୍ତ୍ରୀ ।ଗୁରୁତର ଜଣକ ହେଲେ ଜିତେନ୍ଦ୍ର ସାହୁ ଙ୍କ ପତ୍ନୀ ଶକୁନ୍ତଳା ସାହୁ । ପୁରୀ ଜିଲ୍ଲା କୁମ୍ଭରପଡ଼ା ଥାନା ନର୍ଵନ୍ଦ୍ରକୋଣ ଅଞ୍ଚଳରେ ଘଟିଛି ଘଟଣା। ବିଳମ୍ବିତ ରାତିରେ ୨ ବାଇକ୍ ଆରୋହୀ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।ଦୁର୍ବୃତ୍ତ ମାନେ ପୂର୍ବରୁ ଦାଦା ବଟି ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
powered by social2s