ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ Narcotics Control Bureau (NCB) ପକ୍ଷରୁ ଧରା ପଡ଼ିଛି।ରସୁଲଗଡ଼ ଅଞ୍ଚଳରୁ ୨୫୦ କେଜି ଗଞ୍ଜେଇ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି।କୋରାପୁଟରୁ ବିହାର ଚାଲାଣ ହେଉଥିଲା ଗଞ୍ଜେଇ।
powered by social2s