ବିପୁଳ ପରିମାଣର ଶାଗୁଆନ କାଠ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ରାମ ସାଗର ଛକ ନିକଟରେ ବିପୁଳ ପରିମାଣର ଶାଗୁଆନ କାଠ ଜବତ ହୋଇଛି । ଏକ ପୋଲିସ ଭ୍ୟାନ ରେ ଚାଲାଣ ହେଉଥିଲା କାଠ । ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ବନ ବିଭାଗ ।

 

powered by social2s