ଭୁବନେଶ୍ୱର ଉପକଣ୍ଠରୁ ୨୭୩ ଗ୍ରାମ ବ୍ରାଉନ ସୁଗର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ହାଇଟେକ୍ ଛକରୁ ୨୭୩ ଗ୍ରାମ ବ୍ରାଉନ ସୁଗର ଜବତ କରିଛି କୁଇକ ଆକ୍ସନ ଟିମ୍। ଜବତ ବ୍ରାଉନ ସୁଗରର ଅନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।

powered by social2s