ବାଲେଶ୍ଵର ରୁ କୋଟିଏ ଟଙ୍କା ର ବ୍ରାଉନ ସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ନୟା ବଜାର ହାଟରୁ ୧ କେଜି ୫୨ ଗ୍ରାମ ର ବ୍ରାଉନ ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ର ସ୍ପେଶିଆଲ ଟାସ୍କ ଫୋର୍ସ । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ କରୁଥିବା ବେଳେ ଅଶୋକ ଯାଦବ ଓ ସରୋଜ ଯାଦବ ନାମକ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଥିବା ସୂଚନା ମିଳିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ।

powered by social2s