ଗଞ୍ଜାମ ରେ ହାତୀର ମୃତଦେହ ଠାବ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ପନ୍ନାଡ଼ ଜଙ୍ଗଲ ରୁ ଏକ ହାତୀ ର ମୃତଦେହ ଠାବ ହୋଇଛି। ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

powered by social2s