ଭୁବନେଶ୍ୱର: ଅନଲାଇନ ଶିଶୁ ଯୌନ ଶୋଷଣ ଓ ଉତ୍ପିଡ଼ନ ମାମଲାରେ ଓଡ଼ିଶାର ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ବ୍ୟକ୍ତି ହେଲେ ଢେଙ୍କାନାଳ ର ସୁରେନ୍ଦ୍ର ନାୟକ ଓରଫ ମିଥୁନ। ସୁରେନ୍ଦ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ରେ ହାଜର କରାଯାଇଛି। ଗତକାଲି ସୁରେନ୍ଦ୍ର ଙ୍କ ଘରେ ଚଢ଼ାଉ ବେଳେ ସିବିଆଇ ର ଏକ ଟିମ୍ କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।
powered by social2s