ପୁରୀ: ପୁରୀ ଷ୍ଟେସନ ନିକଟ ରେ ଶ୍ରୀରାମ ମନ୍ଦିରର ହୁଣ୍ଡି ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁଇଟି ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଜଣାପଡ଼ିଛି ।ଚୋରି କରୁଥିବା ବେଳେ ଜଣକୁ ଧରିଲେ ସ୍ଥାନୀୟ ଲୋକ । ଆଉ ଜଣେ ଫେରାର ହୋଇଥିବା ସୂଚନା ମିଳିଛି ।ଧରା ପଡ଼ିଥିବା ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି ସମୁଦ୍ର କୂଳ ପୋଲିସ ।
powered by social2s