ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡ଼ା ଫାଣ୍ଡି ନିକଟ ଖମ୍ବାରିଗୁଡ଼ା ଗାଁରୁ ୩୫ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ରଖିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ଜଣେ ବ୍ୟବସାୟୀ ଗିରଫ ହୋଇଥିବା ସୂଚନା ମିଳିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା।
powered by social2s