ଭଦ୍ରକରେ ପୋଲିସ ଏନକାଉଣ୍ଟର୍ ରେ ଦୁଇ ଅପରାଧୀ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ:ଭଦ୍ରକ ଜିଲ୍ଲା ବରପଦା ନିକଟରେ ପୋଲିସ ଏନକାଉଣ୍ଟର୍ ରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ।ଦୁଇ ଜଣକ ଆଣ୍ଟୁ ରେ ବାଜିଛି ଗୁଳି ।ସେମାନଙ୍କ ଠାରୁ ୩ ଟି ବନ୍ଧୁକ ,ଗୁଳି ଓ ୨ ଟି ଖଣ୍ଡ ଜବତ ହୋଇଛି । ଚରମ୍ପା ATM ରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ସଂପୃକ୍ତି ଥିଲେ ଦୁଇ ଅଭିଯୁକ୍ତ । ଏହି ଘଟଣାରେ ଅନ୍ୟ ଚାରି ଜଣକୁ ଅଟକ ରଖିଛି ପୋଲିସ୍ ।

powered by social2s