ବାଲେଶ୍ୱରରୁ ନକଲି ଡାକ୍ତର ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ବାଲେଶ୍ଵରରୁ ନକଲି ଡାକ୍ତର ପ୍ରଭାସ ରାଜକୁ ଗିରଫ କଲା ସହୀଦ ନଗର ପୋଲିସ। ନିଜକୁ ଡାକ୍ତର କହି କେତେକ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇଥିଲା ପ୍ରଭାସ । ପ୍ରଭାସ କଟକର ବସିନ୍ଦା ହୋଇଥିବା ଜଣାପଡ଼ିଛି।
ବିଵାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଗିରଫ ପରେ ପ୍ରଭାସ ଷଷ୍ଠ ଶ୍ରେଣି ଯାଏ ପାଠ ପଢିଥିବା ସୂଚନା।
powered by social2s