ଭୁବନେଶ୍ୱରରୁ ଆନ୍ତଃରାଜ୍ୟ ଗାଡ଼ି ଲୁଟେରା ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସହିଦ ନଗର ପୋଲିସ ଏକ ଆନ୍ତଃରାଜ୍ୟ ଗାଡ଼ି ଲୁଟେରାକୁ ଗିରଫ କରିଥିବା ଜଣାପଡ଼ିଛି। ଲୁଟେରା ଠାରୁ ଗୋଟିଏ କାର୍ ଜବତ ହୋଇଛି। ରାୟପୁର ରୁ ଆସି ଓଡ଼ିଶାରେ ଗାଡ଼ି ଚୋରି କରୁଥିଲା । ପରେ ରାୟପୁରରୁ ଚୋରା ଗାଡ଼ି ବିକ୍ରି କରୁଥିବା ସୂଚନା ମିଳିଛି।

powered by social2s