କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଚଟୁଆଙ୍କ ନିକଟରୁ ୩୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ପାଟ୍ରୋଲିଙ୍ଗ ବେଳେ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ। ସେମାନଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା। ଘଟଣାସ୍ଥଳରୁ ଦୁଇ ଜଣ ଦଲାଲ ଫେରାର ହୋଇଯାଇଛନ୍ତି। ଦୁଇଟି ଅଟୋ ଓ ଗୋଟିଏ ବୋଲେରୋ ଜବତ ହୋଇଛି।
powered by social2s