ବାଲେଶ୍ୱରରେ ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ଚଢ଼ାଉ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ବସ୍ତା ଓ ଭୋଗରାଇ ଅଞ୍ଚଳରେ ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ। ଭୋଗରାଇ ଅଞ୍ଚଳରୁ ଦେଶୀ ରନ୍ଧା ମଦ ଜବତ ହୋଇଥିବା ଜଣାପଡ଼ିଛି। ତିନି ଜଣ ଗିରଫ ହୋଇଛନ୍ତି। ସେହିପରି ବସ୍ତା ଅଞ୍ଚଳରେ ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ କରିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

powered by social2s