ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଞ୍ଜକୋଠୀ ଅଜଗର ବେଦୀ ଗାଁର ଏକ ଘରେ ଅଖା ଭିତରୁ ବାହାରିଲା ଜଣେ ମହିଳାଙ୍କ ମୃତଦେହ। ମୃତକ ବେଦୀ ଗାଁର ତୁଳସୀ ମଣ୍ଡଳ। ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାରେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ।
powered by social2s