ନୟାଗଡ଼:ନୟାଗଡ଼ ଉପକାରାଗାର ରେ ଜଣେ ଆଜୀବନ କଏଦୀ ର ମୃତ୍ୟୁ ହୋଇଛି।ଏକ ଡବଲ ମଡର ମାମଲାରେ ସଜ୍ଜା କାଟୁଥିଲା ସୁଦର୍ଶନ ରାଉତ।ସମ୍ପତ୍ତି ପାଇଁ ମାମୁ ଓ ମାଉସୀ କୁ ହତ୍ୟା କରିଥିଲା ସୁଦର୍ଶନ।ସେ ମାଧୁମେୟ ରୋଗରେ ପୀଡ଼ିତ ଥିଲା।
powered by social2s