ପୁରୀରୁ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଜିଲ୍ଲା ସାମୁଦ୍ରିକ ଥାନା ଦିଗବାରେଣି ଛକରୁ ୫୫ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଛି। ବ୍ରାଉନ ସୁଗର ବେପାର କରୁଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ବାଲିସାହିର ଅବିନାଶ ପଣ୍ଡା, ହରଚଣ୍ଡି ସାହିର ସତ୍ୟ ବେହେରା ଓ ଗୁଡିଆ ସାହିର ସଂଗ୍ରାମ ପଣ୍ଡା। ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ୍, ୨ଟି ବାଇକ୍ ଓ ନଗଦ ୩୫୦ ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଧଳାଜହରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।

powered by social2s