ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଏକ ବିଲ୍ଡର ସଂସ୍ଥା କାର୍ଯ୍ୟାଳୟର ଟିଣ ଚାଦର ଉଡ଼ିଯାଇଛି। ଜମିବାଡ଼ି ବିକ୍ରି ପରେ କମିଶନ ଟଙ୍କା ନେଣଦେଣ ନେଇ ବୋମାମାଡ଼ ହୋଇଥିବା କହୁଛନ୍ତି ସ୍ଥାନୀୟ ଲୋକ। ବୋମାମାଡ଼ କରି ଦୁଇ ଜଣ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
powered by social2s