ଗଞ୍ଜାମ ଜିଲ୍ଲା ପୋଲସରାର ରାମ୍ପୁଡ଼ି ଗାଁରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କାର୍ତ୍ତିକ ଶବର। ଗୁଳି କରି ଶବରଙ୍କ ପଡ଼ୋଶୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।
powered by social2s