କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା ରଗଡ଼ିପଡ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ହେଲେ ପ୍ରହ୍ଲାଦ ମାଲିକ। ସେ ଜଣେ କୁକୁଡ଼ା ଦୋକାନର ମାଲିକ। ତେବେ ବକେୟା ଦରମା ନ ମିଳିବାରୁ ତାଙ୍କ ଦୋକାନରେ କାମ କରୁଥିବା ମୁନା ନାୟକ ତାଙ୍କୁ ଗତକାଲି ରାତିରେ ଛୁରୀ ଭୂଷି ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ମୁନା କୁ ଗିରଫ କରିଛି ପୋଲିସ।
powered by social2s