ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ ମାମଲାରେ ରଙ୍ଗ ମିସ୍ତ୍ରୀ ସମେତ ୪ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ କରିଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ରାଜୁ ସିଂହ। ସେ ଜଣେ ରଙ୍ଗ ମିସ୍ତ୍ରୀ। ରାଜୁ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ରହିଛି ୪ଟି ମାମଲା। ଅଭିଯୁକ୍ତଙ୍କ ଠାରୁ ୩୯,୦୦୦ ଟଙ୍କା, ଆଧାର କାର୍ଡ ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି। ବଡ଼ଗଡ଼, ନାୟପଲ୍ଲୀ ଓ ଖାରବେଳ ନଗର ଅଞ୍ଚଳରୁ ସେମାନେ ଲୁଟ୍ କରିଥିଲେ।

powered by social2s