ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲା ଭାପୁର ପୋଲିସ ର ଚଢ଼ାଉରେ କଦମ୍ବ ବେରେନି ଗ୍ରାମରୁ ୬୬ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଛି। କଦମ୍ବ ବେରେଣୀ ଗ୍ରାମରେ ଦେଶୀ ମଦ ତିଆରି ହେଉଥିବା ଖବର ମିଳିଥିଲା,ଢେଙ୍କାନାଳ ସଦର ପୋଲିସ ଓ ଭାପୁର ଫାଣ୍ଡିର ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଯାଇଥିଲା। ସେଠାରୁ ମଦ ରନ୍ଧlଳୀ ପୋଲିସ କୁ ଦେଖି ଫେରାର ହୋଇଯାଇଥିଲେ।
powered by social2s