ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ଆଜି ପୋଲିସ ଚଢ଼ାଉ କରିଛି। ୩ ପ୍ଲାଟୁନ୍ ଫୋର୍ସ ସହ ସାଲିଆ ସାହିରେ ପଶିଲା ପୋଲିସ। ବେଆଇନ ମଦ କାରଖାନା ଉପରେ ଚଢ଼ାଉ କରି ୧୦ ହଜାର ଲିଟର ମଦ ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ।
powered by social2s