ରାୟଗଡ଼ାରେ ୪୬୨ କେଜି ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ୪୬୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସନ୍ଦେହଜନକ ଭାବେ ଯାଉଥିବା ଏକ ବୋଲେରୋରୁ ଗଞ୍ଜେଇ ଜବତ ହୋଇଛି।

powered by social2s