ଭୁବନେଶ୍ୱରରେ ପୁଣି ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ। ଶୈଳଶ୍ରୀ ବିହାର ଅଞ୍ଚଳରେ ହେଲମେଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା। ଲୁଟ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ଗୁଜୁରାଟର ଜଣେ ବ୍ୟବସାୟୀ।

powered by social2s