ଭୁବନେଶ୍ୱର: ଭୁବନେଶ୍ୱର କାଇମାଠିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଖରୁ ଏକ ମିଠା ପ୍ୟାକେଟରେ ଗୋମାଂସ ଚାଲାଣ ହେଉଥିବା ବେଳେ ଧରିଲେ ବଜରଙ୍ଗ ଦଳର ସଦସ୍ୟ ଓ ସ୍ଥାନୀୟ ଲୋକେ। ଏକ ୧୨ ଚକିଆ କଣ୍ଟେନରରେ କୋଲକାତାରୁ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ ହୋଇଥିବା ସୂଚନା। ତେବେ ଘଟଣାସ୍ଥଳରୁ କଣ୍ଟେନରର ଡ୍ରାଇଭର ଫେରାର ହୋଇଯାଇଛି।
powered by social2s