କେନ୍ଦୁଝରରେ ମହିଳାଙ୍କୁ ହତ୍ୟା କଲା ସ୍ଵାମୀ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଗୋବର୍ଦ୍ଧନପୁର ଗାଁର ନାଏକ ସାହିରେ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କନକ ସେଠୀ। ୩ ବର୍ଷର ଝିଅକୁ ଧରି ଅଭିଯୁକ୍ତ ସ୍ଵାମୀ ଡାଶରଥୀ ସେଠୀ ଫେରାର ହୋଇଥିବା ସୂଚନା ମିଳିଛି।

powered by social2s