ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁଇ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ଼। ଦେଶର ବିଭିନ୍ନ ରାଜ୍ୟରେ ଏମାନେ କରିଛନ୍ତି ଡକାୟତି। ଦୁଇ ଡକାୟତଙ୍କ ନିକଟରୁ ଲାଖଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
powered by social2s