କଟକରୁ ୫ ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
କଟକ: କଟକ ମଙ୍ଗୁଳି ଛକରୁ ୧୦ କେଜି ଗଞ୍ଜେଇ ଜବତ କଲା ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା। ଏହା ସହ ଏକ ମିନି ଟ୍ରକ ମଧ୍ୟ ଜବତ ହୋଇଛି। ଫୁଲବାଣୀରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ। 
ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।
powered by social2s