ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇଥିବା ଓ ଶିକାର କରିବାକୁ ଯାଇଥିବା ବେଳେ ପାଞ୍ଚ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀ। ଏନେଇ ସୂଚନା ଦେଲେ ଉତ୍ତର ଶିମିଳିପାଳ ବନ୍ୟ ପ୍ରଣୀ ବନଖଣ୍ଡ ସହକାରୀ ବନ ସଂଗ୍ରକ୍ଷକ ପ୍ରଦୀପ ଦେ।
powered by social2s