ସୁନ୍ଦରଗଡ଼ରେ ୩ ଶିଶୁଙ୍କୁ ମାରି ବାପା କୂଅରେ ଫୋପାଡ଼ିଥିବା ଅଭିଯୋଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା କୁଲା ଗାଁରେ ଗୋଟିଏ ପରିବାରର ୩ ଜଣ ଶିଶୁଙ୍କୁ ହତ୍ୟା କରାଯାଇଥିବା ସୁଚନା ମିଳିଛି। ଶିଶୁଙ୍କୁ ତାଙ୍କ ବାପା ମାରିବା ପରେ କୂଅରେ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବା ଜଣାପଡ଼ିଛି।

powered by social2s