ଭୁବନେଶ୍ୱର: ଭୁବନେଶ୍ୱର ରେ ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ତାଙ୍କ ଭୁବନେଶ୍ୱର ସାମନ୍ତରାପୂର ଦୋକାନ ରୁ ଲୁଟ୍ କରିଛନ୍ତି ୩ ଦୁର୍ବୃତ୍ତ। ଏକ ପଲ୍ସର୍ ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇବା ପରେ ଦେବୀ ଦୁର୍ଗା ସୁନା ଦୋକାନ ରୁ ଲୁଟିନେଲେ ସୁନା ଗହଣା। ଦୋକାନୀଙ୍କ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
powered by social2s