ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସରକାରୀ ଡାକ୍ତରଖାନାରେ ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସହର ଖରା। ହସ୍ପିଟାଲରେ ମଦ ନମିଳିବାରୁ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହାଡ଼ ଭଙ୍ଗା ଚିକିତ୍ସା ପାଇଁ ଡାକ୍ତରଖାନାରେ ହୋଇଥିଲେ ଭର୍ତି।
powered by social2s