ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳ ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ କିଶନ ଅଗ୍ରୱାଲ ନାମକ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି। ପଞ୍ଚ ଦିନ ପୂର୍ବରୁ ଘଟଣା ନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ୍ ଆଜି ଅଭିଯୁକ୍ତ କୁ ଗିରଫ କରିଛି। ଏକ ବାର୍ ରେ ମଦ ପିଆଇ ଯୁବତୀଙ୍କୁ ପାହାଳ ନେଇଯାଇଥିଲା ଅଭିଯୁକ୍ତ ଓ ସେଠାରେ ଦୁଷ୍କର୍ମ କରିଥିଲା।
powered by social2s