ଭୁବନେଶ୍ୱରରେ ବ୍ଲାଙ୍କ ଫାୟାରିଂ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରୁ ୟୁନିଟ-୮ ଯିବା ରାସ୍ତାରେ ଫାଙ୍କା ଗୁଳଚାଳନା ହୋଇଥିବା ସୁଚନା। ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେଲେ ଦୁର୍ବୃତ୍ତ। ଆଖ ପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ନୟାପଲ୍ଲୀ ଥାନା ପୋଲିସ୍।

powered by social2s