କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନାରଦପୁର ରେ ଥିବା ଏକ ବିଦେଶୀ ମଦ ଦୋକାନ ରୁ ବନ୍ଧୁକ ମୁନରେ ଲୁଟ୍ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ୨ ଟି ବାଇକ୍ ରେ ଆସି ଦୋକାନ ରୁ ୧ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଲେ ୫ ଜଣ ଦୁର୍ବୃତ୍ତ। ଏନେଇ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।
powered by social2s