ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ରୁ ୧ କୋଟି ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବସ୍ ରେ କୋଲକାତା ରୁ ଭୁବନେଶ୍ଵର ଆସୁଥିବା ବେଳେ ବ୍ରାଉନସୁଗାର ଜବତ କଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ର ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଏହା ସହ ଦୁଇ ଜଣ ଚାଲାଣକାରୀ ଗିରଫ ହୋଇଥିବା ସୂଚନା।
powered by social2s