ତିନି ମୋବାଇଲ ଲୁଟେରା ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରୁ ଗୁରଫ ହେଲେ ତିନି ଜଣ ମୋବାଇଲ ଲୁଟେରା। ଲୁଟେରାଙ୍କ ଠାରୁ ୪୫ ଟି ଦାମୀ ମୋବାଇଲ ଫୋନ ଓ ଗୋଟିଏ ଲାପଟପ ଜବତ କରିଛି ଜଟଣୀ ପୋଲିସ। ଜଟଣୀ, ଖୋର୍ଦ୍ଧା, ଯାଆଁଳା ଓ ଟମାଣ୍ଡୋ ଅଞ୍ଚଳରେ କରୁଥିଲେ ଲୁଟ୍।

powered by social2s