ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଛାତ୍ରୀଙ୍କ ମୃତ୍ୟଦେହ ଉଦ୍ଧାର ହୋଇଛି। ବେକରେ ରଶି ଲଗାଇ MCA ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେ ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ପଢ଼ୁଥିବା ସୂଚନା। କିଛିଦିନ ତଳେ ସ୍ଥାନୀୟ ବିଜେବି କଲେଜରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
powered by social2s