୧୪ ଲକ୍ଷ ମୂଲ୍ୟର ନକଲି ନୋଟ ଜବତ, ୨ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ: ଓଡ଼ିଶା କ୍ରାଇମ ଶାଖାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଗୁରୁବାର ଦିନ ବରଗଡ ଜିଲ୍ଲାର ବରପାଲିରୁ 14,29,500 ଟଙ୍କାର ନକଲି ନୋଟ ଜବତ କରିଛି। ଏହି ଘଟଣାରେ ବରଗଡ ଜିଲ୍ଲାର ବଳରାମ ମେହେର ଏବଂ ଉତ୍ତରପ୍ରଦେଶର ପଟ୍ଟୁ ଯାଦବ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଏସଟିଏଫ୍ ଟିମ୍ ଗିରଫ କରିଛି। ଏଥି ସହ ଏସଟିଏଫ୍ ଟିମ୍ ସେମାନଙ୍କଠାରୁ ଏକ ପ୍ରିଣ୍ଟିଂ ମେସିନ୍ ମଧ୍ଯ ଜବତ କରିଥିବାର ସୂଚନା ମିଳିଛି।

powered by social2s