କଟକ: କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ ୩୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଫାଇଙ୍ଗ ସ୍କ୍ୱାଡ। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା। ଜବତ ବ୍ରାଉନ ସୁଗାରର ମୁଲ୍ୟ ୫୦ ଲକ୍ଷ ୫୦ ହଜାର ଟଙ୍କା।
powered by social2s