ଜୟପୁର: ଆଜି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ସଦର ଥାନା ପୁଟୁରା ଗାଁ ର ଚାଷୀ ଲାଇବାନ ବତ୍ରା କୀଟନାଶକ ପିଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚାଷରେ ଆୟ କମ ହେଉଥିବାରୁ ସେ ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।
powered by social2s