ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ବାମପଦା CIPET ହଷ୍ଟେଲର କୋଠରୀ ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।ମୃତ ଛାତ୍ର ଜଣକ ପୁରୀ ଜିଲ୍ଲା ସ୍ଥିତ ବାଟମଙ୍ଗଳାର ବିବେକ ସାହୁ ଅଟନ୍ତି।ସୂଚନା ପାଇ ପହଞ୍ଚିଛନ୍ତି ପରିବାରବର୍ଗ। ପୋଲିସ ବିବେକଙ୍କ ହଷ୍ଟେଲ ର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।
powered by social2s