୪.୫ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ଏସ୍ଟିଏଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୂବନେଶ୍ୱର: କ୍ରାଇମ ବ୍ରାଞ୍ଚ ଏସ୍ଟିଏଫ ଦ୍ୱାରା ୪.୫ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କରାଯାଇଛି। ଡ୍ରଗ୍ସ ଦିସ୍ପୋଜାଲ କମିଟିର ଅନୁମୋଦନ କ୍ରମେ ନଷ୍ଟ ହୋଇଛି ଗଞ୍ଜେଇ। ପୂର୍ବରୁ ୮ କୋଟି ଟଙ୍କାର ବ୍ରାଉନ ସୁଗର ନଷ୍ଟ କରିଛି ଏସ୍ଟିଏଫ।

powered by social2s