ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ନକଲି ଲୁଣ ଓ ସର୍ଫ କାରଖାନା ଠାବ କରାଯାଇଛି। ପାହାଳ ଥାନା ଶିବଶକ୍ତିନଗରରୁ ଉକ୍ତ ନକଲି କାରଖାନା ଟିକୁ ପାହାଳ ପୋଲିସ ଠାବ କରିବା ସହ ବ୍ୟାପକ ଅପମିଶ୍ରିତ ସାମଗ୍ରୀ ଜବତ କରିଛି।
powered by social2s