ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ପକ୍ଷରୁ ଜବତ ହୋଇଛି ଶାଗୁଆନ କାଠ। ଶାଗୁଆନ କାଠ ବାଲେଶ୍ୱର ଜିଲ୍ଲାକୁ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଚୋରା ଚାଲାଣ ବେଳେ ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ଝାଉଡିଆ ଗାଁ ନିକଟରୁ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଛି। ଜବତ କାଠର ମୂଲ୍ଯ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚଢାଉ ସମୟରେ ଗାଡି ଛାଡି ଡ୍ରାଇଭର ଫେରାର୍।
powered by social2s