ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ବଜାର ଅଞ୍ଚଳରୁ ବିପୁଳ ନକଲି ମଦ ହୋଇଥିବା ସୂଚନା ମିଳିଛି। ବଡ଼ବଜାର ଥାନା ଫାଷ୍ଟଗେଟ୍ ନିକଟରୁ ଜବତ ହୋଇଛି ମଦ। ଦାମୀ କମ୍ପାନୀ ଲୋଗୋ ଲଗାଇ ଚାଲିଥିଲା ମଦ ବ୍ୟବସାୟ। ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ।
powered by social2s