ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି କଲେଜ ନିକଟରେ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତିରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍ କରିଥିବା ସୂଚନା। ଘରେ ପଶି ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରି ସୁନା ଓ ଟଙ୍କା ଲୁଟ୍ ନେଇଛନ୍ତି ଦୁର୍ବୁତ୍ତ ମାନେ। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s